Fri. Mar 14th, 2025

ଲଣ୍ଡା ହେ‌ବେ ଅଜୟ ଦେବଗନ୍

1 min read
Spread the love

ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍ ଚଳଚ୍ଚିତ୍ର ‘ଚାଣକ୍ୟ’ ପାଇଁ ଲଣ୍ଡା ହେବେ। ଚଳଚ୍ଚିତ୍ର ନିର୍ମାତା ନିରଜ ପାଣ୍ଡେଙ୍କ ୨୦୧୮ ମସିହାର ଏହି ପ୍ରକଳ୍ପରେ ସେ ଅଜୟଙ୍କୁ ଚାଣକ୍ୟ ଭୂମିକା ପାଇଁ ବାଛିଛନ୍ତି। ଫଳରେ ଅଜୟ ଚାଣକ୍ୟ ଚରିତ୍ର ପାଇଁ ନିଜ ଚୁଟି ହରାଇବେ ବୋଲି କୁହାଯାଉଛି। ଚଳିତବର୍ଷ ଶେଷ ଆଡ଼କୁ ଏହାର ସୁଟିଂ ଆରମ୍ଭ ହେବାକୁ ଯାଉଛି। ତେବେ ଗଣମାଧ୍ୟମରେ ଏକ ସାକ୍ଷାତକାର ଦେଇ ନିରଜ କହିଛନ୍ତି, ବର୍ତ୍ତମାନ ଚଳଚ୍ଚିତ୍ରରେ ଉନ୍ନତମାନର ଭିଏଫ୍‌ଏକ୍ସ ବ୍ୟବହାର ହେଉଛି। ତେଣୁ ଚାଣକ୍ୟ ଚରିତ୍ର ପାଇଁ ଅଜୟଙ୍କୁ ଯେ ଲଣ୍ଡା ହେବା ପାଇଁ ପଡ଼ିବ, ତାହା ନିଶ୍ଚିତ ନୁହେଁ। ଭିଏଫ୍‌ଏକ୍ସ ମାଧ୍ୟମରେ ଏହାକୁ କରାଯାଇପାରିବ।

Copyright © All rights reserved.