Mon. Feb 24th, 2025

ହ୍ବାଟସ୍‌ଆପ୍ ମେସେଜ୍ ଆପେ ଡିଲିଟ୍‌ ହେବ

1 min read
Spread the love

ନୂଆଦିଲ୍ଲୀ : ହ୍ବାଟସ୍‌ଆପ୍ ପକ୍ଷରୁ ଏହାର ଆଣ୍ଡ୍ରଏଡ୍‌ ବିଟା ଭର୍ସନ ଗ୍ରାହକଙ୍କ ପାଇଁ ନୂଆ ସୁବିଧା ଅଣାଯାଇଛି। ଗ୍ରାହକମାନେ ଚାହିଲେ ସେମାନଙ୍କ ମେସେଜ୍‌କୁ ଏକ ନିର୍ଦିଷ୍ଟ ସମୟ ପରେ ସ୍ବୟଂଚାଳିତ ଭାବେ ଉଡ଼ାଇ ଦେଇପାରିବେ। ସେମାନେ ଆପ୍‌ରେ ସମୟ ନିର୍ଘଣ୍ଟ କରିପାରିବେ। ଯଦି ଏକ ଘଣ୍ଟାର ସମୟ ‌ସେଟ୍ କରିଥିବେ ତେବେ ସେହି ସମୟ ଶେଷ ହୋଇଯିବା ପରେ ମେସେଜ୍ ଆପେ ଡିଲିଟ୍ ହୋଇଯିବ।ନୂଆଦିଲ୍ଲୀ : ହ୍ବାଟସ୍‌ଆପ୍ ପକ୍ଷରୁ ଏହାର ଆଣ୍ଡ୍ରଏଡ୍‌ ବିଟା ଭର୍ସନ ଗ୍ରାହକଙ୍କ ପାଇଁ ନୂଆ ସୁବିଧା ଅଣାଯାଇଛି। ଗ୍ରାହକମାନେ ଚାହିଲେ ସେମାନଙ୍କ ମେସେଜ୍‌କୁ ଏକ ନିର୍ଦିଷ୍ଟ ସମୟ ପରେ ସ୍ବୟଂଚାଳିତ ଭାବେ ଉଡ଼ାଇ ଦେଇପାରିବେ। ସେମାନେ ଆପ୍‌ରେ ସମୟ ନିର୍ଘଣ୍ଟ କରିପାରିବେ। ଯଦି ଏକ ଘଣ୍ଟାର ସମୟ ‌ସେଟ୍ କରିଥିବେ ତେବେ ସେହି ସମୟ ଶେଷ ହୋଇଯିବା ପରେ ମେସେଜ୍ ଆପେ ଡିଲିଟ୍ ହୋଇଯିବ।

Copyright © All rights reserved.