ମାଆ ପାଇଁ ଗଛଟିଏ
1 min read
ଜୁଲାଇ ୪ ଜୁଲାଇ ୨୦୨୪
ଓଁ ବୃକ୍ଷ ଦେବାୟ ନମଃ ! ଚଳିତ ବନ ମହୋତ୍ସବ ଅବସରରେ ସବୁଜ ସଂସାର , ଇନ୍ଦୁପୁର ସେନା,ବାରୁଣୀ ତୀର୍ଥ ଉନ୍ନୟନ କମିଟିର କର୍ମକର୍ତ୍ତାମାନେ ଇନ୍ଦୁପୁର ହବିଳି ଦୁର୍ଗାମେଲା ସାହିର ଯୋଗେଶ୍ବର ସ୍ବୟଂ ସହାୟିକା ଗୋଷ୍ଠିର ସଭାଁନେତ୍ରୀ ଶ୍ରୀମତୀ କ୍ରୀଷ୍ଣା ସିଂହସାମନ୍ତ ଓ ସଂପାଦିକା ଶ୍ରୀମତୀ ଜୟଶ୍ରୀ ପତିଙ୍କ ସହିତ ଗୋଷ୍ଠୀର ସଭ୍ୟାମାନେ ” ମାଆ ପାଇଁ ଗଛଟିଏ ” କାର୍ଯ୍ୟକ୍ରମ ଉପଲକ୍ଷେ ବିଭିନ୍ନ ପ୍ରଜାତିର ଗଛ ଚାରା ଶ୍ରୀଶ୍ରୀ ମଦନମୋହନଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ରୋପଣ କରିଛନ୍ତି ।