ବାଇଗଣ ମାଂସ ତରକାରୀ
1 min readପ୍ରସ୍ତୁତି ସାମଗ୍ରୀ
1: ୫୦୦ ଗ୍ରାମ ମାଂସ
2: ୫୦୦ ଗ୍ରାମ ବାଇଗଣ
3: ୪ଟା ପିଆଜ
4: ୨ଟା ରସୁଣ
5: ଅଳ୍ପ ଅଦା
6: ୨ଟା ଟମାଟ
7: ୨ ଖଣ୍ଡ ଡାଲଚିନି
8: ୨ ଟା ଗୁଜିରତି
9: ୨ ଟା ତେଜପତ୍ର
10: ୬ ଟା ଲଙ୍କା
11: ଅନୁମାନରେ ଲୁଣ ଓ ହଳଦୀ |
ପ୍ରଣାଳୀ: Brinjal chicken Preparation.
ମାଂସକୁ ଛୋଟ ଛୋଟ କରି ରଖିବ | ପିଆଜକୁ ଚୁନ୍ ଚୁନ୍ କରିକି ରଖିବା | ରସୁଣ ଅଦା ଓ ଲଙ୍କାକୁ ବାଟି ରଖିବ | କରେଇରେ ତେଲ ଦେଇ ଗରମ କରନ୍ତୁ | ଗରମ ହେଲାପରେ ଡାଲଚିନି, ଗୁଜୁରାତି ଓ ତେଜପତ୍ରକୁ ଭାଜନ୍ତୁ | ସଥିରେ ପିଆଜ ପକାଇ ଭାଜନ୍ତୁ | ପିଆଜ ଲାଲ ହେଲାପରେ | ମାଂସ ଦେହରେ ବାଟି ରଖିଥିବା ମସଲାକୁ ପକାଇ ଅଳ୍ପ ନିଆଁରେ କସନ୍ତୁ | ମାଂସ ସିଝି ଗଲେ ସଥିରେ ବାଇଗଣକୁ ଚୁନ୍ ଚୁନ୍ କାଟିକରି ସଥିରେ ପକେଇଦିଆ ଏବଂ ସଥିରେ ଢ଼ାଙ୍କୁଣୀ ଘୋଡାଇ ଦେବ | ବାଇଗଣ ମିସିଗଲେ ଏହାକୁ ଓହ୍ଲାଇ ଦିଅନ୍ତୁ |