Sat. Apr 19th, 2025

ଅପରାଧ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ କେତେକ ଲୁଟେରାଏକ ଏଟିଏମକୁୂ ତାଡ଼ି ପିକ୍‌ଅପ୍‌ ଭୃାନ୍‌ରେ ନେଇ ପଳାଇଛନ୍କତି। ଏହି ଏଟିଏମରେ କେତେ...

ଚେନ୍ନାଇ: ଚେନ୍ନାଇ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ଶନିବାର ଏକ  ଚିତାବାଘ ଛୁଆ ଉଦ୍ଧାର ହୋଇଛି। ଏହି ଚିତବାଘ ଛୁଆଟିକୁ ତାମିଲନାଡୁର ଜଣେ ଯାତ୍ରୀ ତାଙ୍କ ବ୍ୟାଗ୍‌ରେ ପୂରାଇ ନେଉଥିବାର ଜାଣିବାକୁ...

ପାଟଣାଗଡ଼ : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‌ ମେହେରଙ୍କ ବିରୋଧରେ ଗୁରୁବାର ଶେଷ ଚାର୍ଜଶିଟ୍‌ ଦାଖଲ ହୋଇଛି।...

1 min read

ବାରିପଦା/ବେତନଟି: ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଦହିକୋଟ ପଞ୍ଚାୟତର ରାମଚନ୍ଦ୍ରପୁର ଗାଁ ନିକଟରେ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ପାରିପାର୍ଶ୍ୱିକ ଅବସ୍ଥାକୁ...

ହାଇଦ୍ରାବାଦ: ଜଣେ ମହିଳାଙ୍କ ସମସୃାର ସମାଧାନ କରିବା ଆଳରେ ତାଙ୍କ ସହିତ ଦୁଷ୍କର୍ମ ଉଦ୍ୟମ କରିଥିବା ଜଣେ ଭଣ୍ଡ ବାବାଙ୍କୁ ଗତକାଲି ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାର ଜଗୟାପେଟା...

ନୂଆଦିଲ୍ଲୀ, :  ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଜନତା ଦଳର ମୁଖିଆ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବଡି...

ଭୋପାଲ: ମଧ୍ୟପ୍ରଦେଶର ରତଲାମ୍‌ରେ ଆରଏସ୍‌ଏସ୍‌ କାର୍ଯ୍ୟକର୍ତ୍ତା  ହିମ୍ମତ ପଟିଦାରଙ୍କ ହତ୍ୟା ମାମଲା ପୂରା ଓଲଟି ଯାଇଛି। ଏହି ଘଟଣାରେ ପୁଲିସ୍‌ ଏମିତି ଏକ ସତ ପଦାକୁ ଆଣିଛି,...

1 min read

ମୋହନା : ରହସ୍ୟମୟ ହୋଇ ରହିଛି ଗଜପତି ଜିଲ୍ଲା ମୋହନା ଅନ୍ତରବା କନ୍ୟାଶ୍ରମ ବିଦ୍ୟାଳୟରୁ ୨୯ ଛାତ୍ରୀଙ୍କ ଅନ୍ତର୍ଦ୍ଧାନ ଘଟଣା? ଗତକାଲି ରାତିରୁ ଏହି ଛାତ୍ରୀମାନେ କେଉଁଠି...

1 min read

ଜୟପୁର : ମଣ୍ଡି ପରିଚାଳନାରେ ବ୍ୟାପକ ଅର୍ଥ ଆତ୍ମସାତ ହୋଇଛି। ଏହି ଘଟଣାରେ ମାମଲା ରୁଜୁ କରିଛି ଜୟପୁର ଭିଜିଲାନ୍ସ ବିଭାଗ। ଅବିଭକ୍ତ କୋରାପୁଟ ଜିଲ୍ଲାର ୩୭...

ବାଲେଶ୍ୱର: ପାରିବାରିକ କଳହର କରୁଣ ପରିଣତି ବୁଧବାର ବାଲେଶ୍ୱର ଜିଲ୍ଲାର ରେମୁଣା ଅଂଚଳରେ ଦେଖିବାକୁ ମିଳିଛି। ଜଙ୍କିରାଇ ଗାଁର ଜୈନୁଲ ଖାଁ ନିଜର ସ୍ତ୍ରୀ ରସିଦା ବିବିଙ୍କୁ...

Copyright © All rights reserved.