ନୂଆଦିଲ୍ଲୀ : ବିଶ୍ବର ଦୁଇ ପ୍ରମୁଖ ଅର୍ଥନୈତିକ ମହାଶକ୍ତି ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟ ଲଢ଼େଇରେ ଭାରତକୁ ଲାଭ ମିଳିଛି। ଜାତିସଂଘର ସଂସ୍ଥା ‘ୟୁଏନ୍ସିଟିଏଡି’...
ବ୍ୟବସାୟ
ଭୁବନେଶ୍ୱର: ବାତ୍ୟା ଖବର ଶୁଣି ବଜାରରେ ହୁ ହୁ ହୋଇ ପରିବା ଦର ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ପଟେ ସମ୍ଭାବ୍ୟ ବାତ୍ୟା ଖବର ଗଣମାଧ୍ୟରୁ ଶୁଣି...
ନୂଆଦିଲ୍ଲୀ : ଫ୍ଲିପ୍କାର୍ଟ ଓ ଆମାଜନ ଭଳି ଇ-କମର୍ସ କଂପାନିଗୁଡ଼ିକ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ‘ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ଘୋଷଣା କରିଛି। ମହାସଂଘ ପକ୍ଷରୁ ଅଭିଯୋଗ...
ୱାସିଂଟନ/ନୂଆଦିଲ୍ଲୀ: ଚୀନ୍ ସହିତ ବାଣିଜ୍ୟ ଲଢ଼େଇ ଚଳାଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବେ ଭାରତ ଉପରେ ନଜର ପକାଇଛନ୍ତି। ବାଣିଜ୍ୟ କାରବାରରେ ଭାରତକୁ ଦିଆଯାଉଥିବା ମାନ୍ୟତାକୁ...
ନୂଆଦିଲ୍ଲୀ : ପୁଲଓ୍ଵାମା ଆକ୍ରମଣ ଖବର ଆସିବା ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫଟୋସୁଟରେ ବ୍ୟସ୍ତ ଥିଲେ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅଭିଯୋଗ ଏବେ...
ଭୁବନେଶ୍ୱର : ଗତକାଲିଠାରୁ ବାଙ୍ଗାଲୁରୁରେ ଆରମ୍ଭ ହୋଇଛି ଦ୍ୱିବାର୍ଷିକ ଏରୋ ଇଣ୍ଡିଆ ସୋ’ । ଏହି ଏୟାର ସୋ’ରେ ରାଫେଲ ବିମାନ ଓ ଭାରତରେ ତିଆରି ତେଜସ...
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଆଜି ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ୍ ଆଗତ କରିଛନ୍ତି। ସରକାର ଆସନ୍ତା ଆର୍ଥିକ...
ଭୁବନେଶ୍ବର:ରାଜ୍ୟ ସରକାର ଆଜି ପ୍ରଥମ ଥର ପାଇଁ ଓଡ଼ିଶା ହସ୍ତଶିଳ୍ପ ନୀତି ପ୍ରସ୍ତୁତ କରିଛନ୍ତି। ଏ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିେନଟ୍ ଅନୁମୋଦନ େଦଇଛନ୍ତି। ଆଜି ଏହି ନୀତିର...
ଓ୍ଵାଶିଂଟନ,ଜାନୁଆରୀ : ଚୀନର ଓ୍ଵାନ ବେଲ୍ଟ ଓ୍ଵାନ ରୋଡ୍(OBOR) ପ୍ରୋଜେକ୍ଟରେ ବିପୁଳ ମାତ୍ରାରେ ନିବେଶ କରି ଅନ୍ୟ ଦେଶ ମାଟିରେ ନିଜର ସୈନ୍ୟ କ୍ଷମତା ବଢାଇବାକୁ ଚେଷ୍ଟା...
ନୂଆଦିଲ୍ଲୀ : ଭାରତରେ ଅନ୍ଲାଇନ୍ ସପିଂ ସାଇଟ୍ଗୁଡ଼ିକ କିଛି ବର୍ଷ ମଧ୍ୟରେ କିଣାକିଣି ପାଇଁ ଏକ ବଡ଼ ବଜାର ପାଲଟିଛି । ସମୟ ଅଭାବ ପାଇଁ ଲୋକମାନେ...