ଶାରୀରିକ ସମ୍ପର୍କ ରଖିବାରେ ବିଶ୍ୱର ଏସବୁ ଦେଶ ସବୁଠାରୁ ଆଗରେ
1 min readଶାରୀରିକ ସମ୍ପର୍କ ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ତରରେ ସୁପ୍ରଭାବ ପକାଇଥାଏ। ସେଥିପାଇଁ କେତେକ ଦେଶରେ ସୁରକ୍ଷିତ ସମ୍ପର୍କ ଲାଗି ଶିକ୍ଷା ଦିଆଯାଇଥାଏ। ହେଲେ ଏ କ୍ଷେତ୍ରରେ ସବୁଠାରୁ ପଛରେ ଅଛି ଜାପାନ। ନିକଟରେ ଏକ ଅନ୍ତର୍ଜାତୀୟ ଗବେଷଣାରୁ ଏହା ଜଣାପଡିଛି। ହେଲେ ଏମିତି କିଛି ଦେଶ ଅଛି ଯେଉଁମାନେ ଏ କ୍ଷେତ୍ରରେ ବହୁ ଆଗରେ।
ମେକ୍ସିକୋ: ଏହି ଦେଶର ପ୍ରାୟ ୬୦ ପ୍ରତିଶତ ଲୋକ ଶାରୀରିକ ସମ୍ପର୍କକୁ ନେଇ ଖୁସି ଥାଆନ୍ତି। ତେଣୁ ଏ କ୍ଷେତ୍ରରେ ବିଶ୍ୱରେ ସବୁଠାରୁ ଆଗରେ ରହିଛି ଏହି ଦେଶ।
ସୁଇଜରଲାଣ୍ଡ: କିଛିବର୍ଷ ହେବ ସେକ୍ସୁଆଲି ଆକ୍ଟିଭ ଦେଶଭାବେ ସର୍ବୋଚ୍ଚ ସ୍ଥାନରେ ରହି ଆସୁଥିଲା ଏହି ଦେଶ। ଏମିତିକି ବେଶ୍ୟାବୃତ୍ତି ଓ ଶାରୀରିକ ସମ୍ପର୍କକୁ ନେଇ ଏମାନେ ଟେଲିଭିଜନ ଚ୍ୟାନେଲରେ ଖୋଲାଖୋଲି କଥା ହୋଇଥାଆନ୍ତି। ଏହାସହ ସର୍ବ ସମ୍ମୁଖରେ ମଧ୍ୟ ଏମାନେ ସମ୍ପର୍କ ରଖିବାରେ ଆଦୌ କୁଣ୍ଠା ପ୍ରକାଶ କରନ୍ତି ନାହିଁ।
ଅଷ୍ଟ୍ରେଲିଆ: ଏଠାକାର ଲୋକେ କାର୍ରେ ଶାରୀରିକ ସମ୍ପର୍କ ରଖିବାକୁ ପସନ୍ଦ କରନ୍ତି। ଏଠି ତିନି ଚତୁର୍ଥାଂଶ ଲୋକେ ସର୍ବସାଧାରଣ ସ୍ଥାନରେ ସମ୍ପର୍କ ସ୍ଥାପନ କରି ସାରିଛନ୍ତି। ଆଉ ଏଠାକାର ଏକ ଚତୁର୍ଥାଂଶ ମହିଳା ନିଜ ସମ୍ପର୍କକୁ ନେଇ ଖୁସି ଥାଆନ୍ତି।
ନେଦରଲାଣ୍ଡ: ଏଠାକାର ଆମଷ୍ଟରଡମର ରେଡ୍ ଲାଇଟ୍ ଏରିଆରୁ ନେଇ ସେକ୍ସ ଏଡୁକେଶନ ପର୍ଯ୍ୟନ୍ତ ସବୁଠାରେ ଶାରୀରିକ ସମ୍ପର୍କକୁ ନେଇ ଖୋଲାଖୋଲି ଆଲୋଚନା ହୋଇଥାଏ। ସେଥିପାଇଁ ଏଠାରେ ଯୌନ ସଂକ୍ରମଣ ଓ ଅସମୟରେ ଗର୍ଭଧାରଣ ଭଳି ଘଟଣା କମ୍ ଦେଖିବାକୁ ମିଳେ।
ନାଇଜେରିଆ: ଏଠାକାର ମହିଳାମାନେ ସବୁଠାରୁ ବେଇମାନ ବୋଲି କୁହାଯାଏ। ପ୍ରାୟ ୬୦ ପ୍ରତିଶତ ମହିଳା ନିଜ ପାର୍ଟନର ସହ ବେଇମାନି କରିଥାଆନ୍ତି। ଏମାନେ ପ୍ରାୟ ୨୪ ମିନିଟର ସମ୍ପର୍କ ସ୍ଥାପନ କରନ୍ତି।